ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦,୭୫୭

0 1,356

ଭୁବନେଶ୍ବର ୧୭/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୭୫୭। ପଜିଟିଭ ସଂଖ୍ୟା ୬,୨୨,୯୮୧ଚିହ୍ନଟ ହୋଇଛନ୍ତି ୫,୧୪,୫୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୬,୦୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୩୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୮୮୩ ସୁସ୍ଥ ସଂଖ୍ୟା ୭୯,୯୩୩ ଚିକିତ୍ସିତ ସଂଖ୍ୟା ୧୫,୫୨୯, ମୃତ ସଂଖ୍ୟା ୪୧୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୯,୨୦୦ ସୁସ୍ଥ ସଂଖ୍ୟା ୩୯,୨୦୩ ଚିକିତ୍ସିତ ସଂଖ୍ୟା ୮୯୨୬, ମୃତ ସଂଖ୍ୟା ୧୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୬୨୫, ସୁସ୍ଥ ସଂଖ୍ୟା ୨୬,୨୬୧ ଚିକିତ୍ସିତ ସଂଖ୍ୟା ୨୦୮୯, ମୃତ ସଂଖ୍ୟା ୨୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୭୩୭ ସୁସ୍ଥ ସଂଖ୍ୟା ୩୩,୪୩୬ ଚିକିତ୍ସିତ ସଂଖ୍ୟା ୯,୯୯୯ ,ମୃତ ସଂଖ୍ୟା ୨୨୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.