ଭୁବନେଶ୍ବର ୧୩/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୬୪୯। ପଜିଟିଭ ସଂଖ୍ୟା ୫,୭୬,୨୯୭ ଚିହ୍ନଟ ହୋଇଛନ୍ତି ୪,୭୩,୬୮୦ ଜଣ ସୁସ୍ଥ ହୋଇଥିବା ବେଳେ ୧୦୦,୩୧୩ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୨୫୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୬୪୯ ସୁସ୍ଥ ସଂଖ୍ୟା ୭୪,୩୫୭ ଚିକିତ୍ସିତ ସଂଖ୍ୟା ୧୪,୮୮୬, ମୃତ ସଂଖ୍ୟା ୩୯୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୫,୪୪୧ ସୁସ୍ଥ ସଂଖ୍ୟା ୩୭,୦୧୩ ଚିକିତ୍ସିତ ସଂଖ୍ୟା ୮୨୭୪, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୪୩୯, ସୁସ୍ଥ ସଂଖ୍ୟା ୨୫,୨୦୭ ଚିକିତ୍ସିତ ସଂଖ୍ୟା ୧୯୫୮ ମୃତ ସଂଖ୍ୟା ୨୬୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୨,୧୭୩ସୁସ୍ଥ ସଂଖ୍ୟା ୩୦,୪୮୬ ଚିକିତ୍ସିତ ସଂଖ୍ୟା ୧୧,୪୬୬ମୃତ ସଂଖ୍ୟା ୨୧୭ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।