ଭୁବନେଶ୍ବର ୦୯/୦୫(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୬୩୫। ପଜିଟିଭ ସଂଖ୍ୟା ୫,୩୪,୮୪୨ ଚିହ୍ନଟ ହୋଇଛନ୍ତି ୪,୩୯,୩୨୨ ଜଣ ସୁସ୍ଥ ହୋଇଥିବା ବେଳେ ୯୩,୨୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୧୮୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୭୧୩ ସୁସ୍ଥ ସଂଖ୍ୟା ୬୮,୭୩୧ ଚିକିତ୍ସିତ ସଂଖ୍ୟା ୧୪,୫୮୬, ମୃତ ସଂଖ୍ୟା ୩୮୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୨,୨୬୫ ସୁସ୍ଥ ସଂଖ୍ୟା ୩୪,୫୪୭ ଚିକିତ୍ସିତ ସଂଖ୍ୟା ୭୫୬୪, ମୃତ ସଂଖ୍ୟା ୧୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୫୩୨, ସୁସ୍ଥ ସଂଖ୍ୟା ୨୪,୩୭୦ ଚିକିତ୍ସିତ ସଂଖ୍ୟା ୧୮୯୦ ମୃତ ସଂଖ୍ୟା ୨୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୮,୫୯୩ ସୁସ୍ଥ ସଂଖ୍ୟା ୨୭,୩୧୮ ଚିକିତ୍ସିତ ସଂଖ୍ୟା ୧୧୦୬୩ ମୃତ ସଂଖ୍ୟା ୨୦୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।