ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୪୮୫୧।

0 10

ଭୁବନେଶ୍ବର ୨୧/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୮୫୧। ପଜିଟିଭ ସଂଖ୍ୟା ୩,୮୨,୩୧୫ ଚିହ୍ନଟ ହୋଇଛନ୍ତି ୩,୪୯,୩୭୭ଜଣ ସୁସ୍ଥ ହୋଇଥିବା ବେଳେ ୩୦,୯୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୫୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୦୪୦ ସୁସ୍ଥ ସଂଖ୍ୟା ୫୪,୬୬୮ ଚିକିତ୍ସିତ ସଂଖ୍ୟା ୫୦୨୧, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୬୨୨ସୁସ୍ଥ ସଂଖ୍ୟା ୨୯,୮୦୦ ଚିକିତ୍ସିତ ସଂଖ୍ୟା ୧୬୭୫, ମୃତ ସଂଖ୍ୟା ୧୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୮୧୧, ସୁସ୍ଥ ସଂଖ୍ୟା ୨୨,୦୫୮ ଚିକିତ୍ସିତ ସଂଖ୍ୟା ୪୯୪ ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.