ଗଞ୍ଜାମ ଓକିଲ ସଂଘ ନିର୍ବାଚନ; ଜନାର୍ଦ୍ଦନ ସଭାପତି, ପ୍ରଦୀପ ସମ୍ପାଦକ ।

0 358

ବ୍ରହ୍ମପୁର,୨୮/୦୩(ପିପିଟି); ଗଞ୍ଜାମ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ଶେଷ ହୋଇଛି। ସଭାପତି ଭାବରେ ଜନାର୍ଦ୍ଦନ ସୁବୁଦ୍ଧି ୬୬୫ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶିଶିର ପାଢୀ ୫୧୭ ପାଇଛନ୍ତି। ସମ୍ପାଦକ ଭାବରେ ପ୍ରଦୀପ କୁମାର ବେହେରା ୭୩୯ ପାଇ ନିର୍ବାଚିତ ହୋଇଛନ୍ତି। ଯୁଗ୍ମସଂପାଦକ ଭାବରେ ସୁଧିର କୁମାର ପାତ୍ର ୬୪୦ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ପ୍ରସାଦ ରାଓ ନିର୍ବାଚିତ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ।

Leave A Reply

Your email address will not be published.