ବ୍ରହ୍ମପୁର,ତା-୧୨/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୮,୨୭୧, ଚିକିତ୍ସିତ ସଂଖ୍ୟା ୨,୧୧୩, ମୃତ ସଂଖ୍ୟା ୧,୮୯୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୩୭, ସୁସ୍ଥ ସଂଖ୍ୟା ୨୧,୫୬୬, ଚିକିତ୍ସିତ ସଂଖ୍ୟା ୧୫ ଏବଂ ମୃତ ସଂଖ୍ୟା ୨୪୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୧ ବୋଲି ଜଣାପଡିଛି ।