କଟକ,ତା-୧୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୮,୦୪୩, ଚିକିତ୍ସିତ ସଂଖ୍ୟା ୨,୧୧୮, ମୃତ ସଂଖ୍ୟା ୧,୮୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୮୬୧, ସୁସ୍ଥ ସଂଖ୍ୟା ୨୮,୬୦୪,ଚିକିତ୍ସିତ ସଂଖ୍ୟା ୧୧୩, ମୃତ ସଂଖ୍ୟା ୧୪୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୫ ବୋଲି ଜଣାପଡିଛି ।