ଯୁବ ସମାଜସେବୀ ହିମାଂଶୁ ସମ୍ବର୍ଦ୍ଧିତ ।

0 221

ଯାଜପୁର,୧୦/୦୧(ପିପିଟି) : ଯାଜପୁର ଜିଲ୍ଲା ର ଲୋକପ୍ରିୟ ଯୁବ ସମାଜସେବୀ ତଥା ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ ବ୍ୟାସନଗର ପ୍ରେସ୍ ଫୋରମ ର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ହିମାଂଶୁ ମହାମାରୀ, ବନ୍ୟା, ବାତ୍ୟା ଆଦି ଦିନରେ ଲୋକଙ୍କ ପାଖରେ ପହଂଚି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତି । ଏଭଳି ସମାଜସେବା କାର୍ଯ୍ୟ ପାଇଁ ହିମାଂଶୁ ସାରା ଓଡ଼ିଶାରେ ଲୋକପ୍ରିୟ ହୋଇଛନ୍ତି ।

Leave A Reply

Your email address will not be published.