ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୫ ।

0 1,131

ଭୁବନେଶ୍ବର,ତା-୦୮/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୩୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୭,୨୯୦, ଚିକିତ୍ସିତ ସଂଖ୍ୟା ୨,୧୬୩ ମୃତ ସଂଖ୍ୟା ୧,୮୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୮୩୧, ସୁସ୍ଥ ସଂଖ୍ୟା ୫୨,୩୬୬,ଚିକିତ୍ସିତ ସଂଖ୍ୟା ୧୨୭ ଏବଂ ମୃତ ସଂଖ୍ୟା ୩୨୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫ ବୋଲି ଜଣାପଡିଛି ।

Leave A Reply

Your email address will not be published.