ଭୁବନେଶ୍ବର,ତା-୨୯/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୦୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୪,୩୯୨, ଚିକିତ୍ସିତ ସଂଖ୍ୟା ୨,୬୮୮ ମୃତ ସଂଖ୍ୟା ୧,୮୬୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୬୬୨, ସୁସ୍ଥ ସଂଖ୍ୟା ୫୨,୧୩୮,ଚିକିତ୍ସିତ ସଂଖ୍ୟା ୧୯୨ ଏବଂ ମୃତ ସଂଖ୍ୟା ୩୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୬୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯ ବୋଲି ଜଣାପଡିଛି ।