କଟକ,ତା-୧୦/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୬୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୪୧୨, ଚିକିତ୍ସିତ ସଂଖ୍ୟା ୩,୩୮୩, ମୃତ ସଂଖ୍ୟା ୧,୭୯୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୨୯୩, ସୁସ୍ଥ ସଂଖ୍ୟା ୨୭,୮୮୩,ଚିକିତ୍ସିତ ସଂଖ୍ୟା ୨୬୯, ମୃତ ସଂଖ୍ୟା ୧୩୭ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧ ବୋଲି ଜଣାପଡିଛି ।