ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୫୪ ।

0 1,130

ଭୁବନେଶ୍ବର,ତା-୦୩/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୩,୩୯୪, ଚିକିତ୍ସିତ ସଂଖ୍ୟା ୪,୮୧୫ ମୃତ ସଂଖ୍ୟା ୧,୭୫୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୪ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୬୬୮, ସୁସ୍ଥ ସଂଖ୍ୟା ୫୦,୯୯୦,ଚିକିତ୍ସିତ ସଂଖ୍ୟା ୩୬୯ ଏବଂ ମୃତ ସଂଖ୍ୟା ୨୯୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩୪ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୪ ବୋଲି ଜଣାପଡିଛି ।

Leave A Reply

Your email address will not be published.