ଗଞ୍ଜାମ,୦୨/୧୨(ପିପିଟି): ଗଞ୍ଜାମ ପୁଲିସ ଜିଲ୍ଲା ବଡଗଡ ପୁଲିସ ଡକାୟତି ଘଟଣାରେ ୫ଜଣ ଏବଂ ଚୋରି ସୁନା ରଖିବା ପାଇଁ ୨ଜଣ ସମେତ ୭ଜଣଙ୍କୁ ଗିରଫ କରିଛି । ଲୁଟେରା ଗ୍ଯାଙ୍ଗ ଠାରୁ ଚୋରି ସୁନା,ମାଉଜର,୩ଟି ଜୀବନ୍ତ ଗୁଳି,ଗୋଟିଏ ଛୁରୀ ଓ ୩ ଟି ମୋଟର ସାଇକେଲ ଜବତ କରାଯାଇଛି । କେଶ୍ ନଂ ୨୬୭/୨୦୨୦ ଅନୁଯାୟୀ ଦଫା ୩୯୫/୩୫୭/୪୧୨ରେ ମାମଲା ରୁଜୁ ହୋଇଛି ।