ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୭,୨୩୯, ମୃତ୍ୟୁ ସଂଖ୍ୟା ୧,୭୧୮ ।

0 1,275

ଭୁବନେଶ୍ବର,୨୭/୧୧(ଧପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯୪ । ବର୍ତ୍ତମାନ ସୁଦ୍ଧା ୫୭,୭୭,୫୭୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୭,୨୩୯ ଚିହ୍ନଟ ହୋଇଛନ୍ତି ୩,୦୮,୮୩୯ ଜଣ ସୁସ୍ଥ ହୋଇଥିବା ବେଳେ ୬,୬୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୫୯୪ ଜଣଙ୍କ ମଧ୍ୟରୁ ୩୪୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୫୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.