ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୫ ।

0 1,176

ଭୁବନେଶ୍ବର,ତା-୨୫/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୭,୩୭୪, ଚିକିତ୍ସିତ ସଂଖ୍ୟା ୬,୮୮୭ ମୃତ ସଂଖ୍ୟା ୧,୬୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୧,୩୦୯, ସୁସ୍ଥ ସଂଖ୍ୟା ୫୦,୩୬୯,ଚିକିତ୍ସିତ ସଂଖ୍ୟା ୬୪୭ ଏବଂ ମୃତ ସଂଖ୍ୟା ୨୮୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୩୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୫ ବୋଲି ଜଣାପଡିଛି ।

Leave A Reply

Your email address will not be published.