ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୨୫ ।

0 1,455

ବ୍ରହ୍ମପୁର,ତା-୧୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୦,୪୭୪, ଚିକିତ୍ସିତ ସଂଖ୍ୟା ୮,୮୧୮, ମୃତ ସଂଖ୍ୟା ୧,୫୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୫୧୭, ସୁସ୍ଥ ସଂଖ୍ୟା ୨୧,୧୮୦, ଚିକିତ୍ସିତ ସଂଖ୍ୟା ୯୬ ଏବଂ ମୃତ ସଂଖ୍ୟା ୨୩୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫ ବୋଲି ଜଣାପଡିଛି ।

Leave A Reply

Your email address will not be published.