କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୬୫ ।

0 1,144

କଟକ,ତା-୧୮/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୦,୪୭୪, ଚିକିତ୍ସିତ ସଂଖ୍ୟା ୮,୮୧୮, ମୃତ ସଂଖ୍ୟା ୧,୫୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୪୭୮, ସୁସ୍ଥ ସଂଖ୍ୟା ୨୬,୬୩୮,ଚିକିତ୍ସିତ ସଂଖ୍ୟା ୭୧୧, ମୃତ ସଂଖ୍ୟା ୧୨୫ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୮୬୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୫ ବୋଲି ଜଣାପଡିଛି ।

Leave A Reply

Your email address will not be published.