ବ୍ରହ୍ମପୁର,ତା-୧୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୦୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୯,୧୫୯, ଚିକିତ୍ସିତ ସଂଖ୍ୟା ୯,୨୮୦, ମୃତ ସଂଖ୍ୟା ୧,୫୬୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୪୯୨, ସୁସ୍ଥ ସଂଖ୍ୟା ୨୧,୧୬୮, ଚିକିତ୍ସିତ ସଂଖ୍ୟା ୮୩ ଏବଂ ମୃତ ସଂଖ୍ୟା ୨୩୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୪୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୭ ବୋଲି ଜଣାପଡିଛି ।