କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୭୩ ।

0 1,075

କଟକ,ତା-୧୩/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୯୩,୭୪୧, ଚିକିତ୍ସିତ ସଂଖ୍ୟା ୧୧,୭୧୫, ମୃତ ସଂଖ୍ୟା ୧,୪୯୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୩ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୨୨୭, ସୁସ୍ଥ ସଂଖ୍ୟା ୨୬,୦୩୫,ଚିକିତ୍ସିତ ସଂଖ୍ୟା ୧,୦୬୪, ମୃତ ସଂଖ୍ୟା ୧୨୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୦୧୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩ ବୋଲି ଜଣାପଡିଛି ।

Leave A Reply

Your email address will not be published.