ଋଷିକୁଲ୍ୟା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ।

0 138

ଶେରଗଡ,୦୭/୧୧(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ଚଷା ପିତ୍ତଳ ଗ୍ରାମ ର କାଶୀନାଥ ଗୌଡ଼ (୭୦) ନିତିଦିନିଆ ଅପରାହ୍ନ ୩ ତା ସମୟରେ ନଦୀ ପଠା କୁ ଶୌଚ କାରିବାକୁ ଯାଇଥିଲେ। ଶୌଚ ହେଲା ବେଳେ ସମୟରେ ଭାଷୀ ଯାଇଥିଲେ।ପିତ୍ତଳ ଠାରୁ ପ୍ରାୟ ଏକ କିଲୋମିଟର ଦୂର ପିତ୍ତଳ ଏକ ହାଟ ପଦା ନଦୀ ପଠା ବୁଦା ରେ ମୃତ କାଶୀନାଥ ଶବ ଲାଗିଥିବା ଲୋକେ ଦେଖିବାକୁ ପାଇଥିଲେ।ସବୁ କୁ ଦେଖି ଲୋକେ ଖବର ଦେଇଥିଲେ ଚଷା ପିତ୍ତଳ ଆସିକା ଥାନା ହୋଇଥିବା ବେଳେ, ପିତ୍ତଳ ହାଟପଦା ହିଞ୍ଜିଳି କାଟୁ ଥାନା ଅଞ୍ଚଳ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.