କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୯୯ ।

0 1,041

କଟକ ,ତା-୨୮/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୮,୧୧୫, ଚିକିତ୍ସିତ ସଂଖ୍ୟା ୧୬,୦୩୦, ମୃତ ସଂଖ୍ୟା ୧,୨୮୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୫୪୬, ସୁସ୍ଥ ସଂଖ୍ୟା ୨୪,୨୦୨,ଚିକିତ୍ସିତ ସଂଖ୍ୟା ୧,୨୩୪, ମୃତ ସଂଖ୍ୟା ୧୦୬ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୯ ବୋଲି ଜଣାପଡିଛି ।

Leave A Reply

Your email address will not be published.