ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୮୩ ।

0 575

ଭୁବନେଶ୍ବର,ତା-୨୪/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୯,୫୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୫୯,୪୧୮, ଚିକିତ୍ସିତ ସଂଖ୍ୟା ୧୮,୮୮୨ ମୃତ ସଂଖ୍ୟା ୧,୨୨୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୮୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୩୮୩, ସୁସ୍ଥ ସଂଖ୍ୟା ୪୪,୬୫୦,ଚିକିତ୍ସିତ ସଂଖ୍ୟା ୨,୫୧୩ ଏବଂ ମୃତ ସଂଖ୍ୟା ୨୧୦ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୯୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୮୩ ବୋଲି ଜଣାପଡିଛି ।

Leave A Reply

Your email address will not be published.