ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ।

0 245

ତିର୍ତ୍ତୋଲ,୧୪/୧୦(ପିପିଟି); ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଅର୍ଜୁନ କୁମାର ବେହେରା ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କୋଷ୍ଠୀମଲ୍ଲିକାପୁର ପଞ୍ଚାୟତର ବାସିନ୍ଦା ଅଟନ୍ତି । ସରକାରୀ ଚାକିରୀ ରୁ ଅବସର ନେବା ପରେ ଜନସାଧାରଣଙ୍କ ସେବା କରିବା ନିମନ୍ତେ ସେ ନିର୍ବାଚନ ଲଢ଼ିବାକୁ ପସନ୍ଦ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.