ଦୁର୍ଗା ପ୍ରସାଦରୁ ଗଞ୍ଜେଇ ଜବତ,୪ଜଣ ଗିରଫ ।

0 524

ଭଞ୍ଜନଗର,୧୩/୧୦(ପିପିଟି);  ସୋମବାର ରାତି ୮ଟା ସମୟରେ ଦୁର୍ଗା ପ୍ରସାଦ ଠାରେ ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକି ରହିଥିଲା। କିଛି ସମୟ ପରେ ୨ଟି ବାଇକ ରେ ୪ଜଣ ଯୁବକ ଆସୁଥିବା ଦେଖି ଭଞ୍ଜନଗର ପୋଲିସ ସେମାନଙ୍କୁ ଅଟକାଇ ତଲାସୀ ନେବାରୁ ୨ଟି ବସ୍ତାରୁ ମୋଟ ୪୧କେଜି ୫ଶହ ଗ୍ରାମ ଗଞ୍ଜେଇ ଓ ୨ଟି ବାଇକ ଜବତ କରାଯାଇଛି। ଏଥିରେ ଭଞ୍ଜନଗର ମାଲ ସାହିର ୨ଜଣ, ଭେଜିପୁଟରୁ ଜଣେ ଓ ଅଗଝୋଳ ର ଜଣେ ଥିବା ସୂଚନା ମିଳିଛି।ସେମାନେ କନ୍ଧମାଳ ରୁ ଭଞ୍ଜନଗର ଗଞ୍ଜେଇ ଆଣୁଥିବା ଜଣାପଡ଼ିଛି।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.