କଟକ ,ତା-୧୧/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୪,୨୭୩, ଚିକିତ୍ସିତ ସଂଖ୍ୟା ୨୬,୮୯୧, ମୃତ ସଂଖ୍ୟା ୧,୦୨୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୧୪୪, ସୁସ୍ଥ ସଂଖ୍ୟା ୨୦,୮୬୮,ଚିକିତ୍ସିତ ସଂଖ୍ୟା ୨,୧୮୮ ଏବଂ ମୃତ ସଂଖ୍ୟା ୮୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୫୪୬ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୪ ବୋଲି ଜଣାପଡିଛି ।