ବ୍ରହ୍ମପୁର,ତା-୧୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୯,୬୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୨୦,୩୮୮, ଚିକିତ୍ସିତ ସଂଖ୍ୟା ୨୮,୨୪୬, ମୃତ ସଂଖ୍ୟା ୧,୦୦୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୫୮୯, ସୁସ୍ଥ ସଂଖ୍ୟା ୨୦,୧୩୨,ଚିକିତ୍ସିତ ସଂଖ୍ୟା ୨୨୭ ଏବଂ ମୃତ ସଂଖ୍ୟା ୨୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୫୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯ ବୋଲି ଜଣାପଡିଛି ।