କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୬ ।

0 290

କଟକ ,ତା-୦୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୨,୩୦୨, ଚିକିତ୍ସିତ ସଂଖ୍ୟା ୩୨,୦୫୧, ମୃତ ସଂଖ୍ୟା ୯୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୯, ସୁସ୍ଥ ସଂଖ୍ୟା ୧୮,୮୬୨,ଚିକିତ୍ସିତ ସଂଖ୍ୟା ୨,୯୬୪ ଏବଂ ମୃତ ସଂଖ୍ୟା ୮୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୧୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୬ ବୋଲି ଜଣାପଡିଛି ।

Leave A Reply

Your email address will not be published.