କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୮ ।

0 533

କଟକ ,ତା-୦୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୦,୦୮୦, ଚିକିତ୍ସିତ ସଂଖ୍ୟା ୩୫,୩୨୬, ମୃତ ସଂଖ୍ୟା ୮୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୨୪୯, ସୁସ୍ଥ ସଂଖ୍ୟା ୧୭,୩୮୨,ଚିକିତ୍ସିତ ସଂଖ୍ୟା ୩,୭୮୯ ଏବଂ ମୃତ ସଂଖ୍ୟା ୭୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୦୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୮ ବୋଲି ଜଣାପଡିଛି ।

Leave A Reply

Your email address will not be published.