ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୬୬ ।

0 769

ଭୁବନେଶ୍ବର ,ତା-୦୨/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୩୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୯୦,୦୮୦, ଚିକିତ୍ସିତ ସଂଖ୍ୟା ୩୫,୩୨୬ ମୃତ ସଂଖ୍ୟା ୮୭୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୬୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୮,୯୯୭, ସୁସ୍ଥ ସଂଖ୍ୟା ୩୨,୩୨୨,ଚିକିତ୍ସିତ ସଂଖ୍ୟା ୬,୫୨୧ ଏବଂ ମୃତ ସଂଖ୍ୟା ୧୪୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୦୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୬୬ ବୋଲି ଜଣାପଡିଛି ।

Leave A Reply

Your email address will not be published.