କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୯ ।

0 519

କଟକ ,ତା-୩୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୮୧,୪୮୧, ଚିକିତ୍ସିତ ସଂଖ୍ୟା ୩୬,୭୪୩, ମୃତ ସଂଖ୍ୟା ୮୪୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୫୨୦, ସୁସ୍ଥ ସଂଖ୍ୟା ୧୬,୩୩୦,ଚିକିତ୍ସିତ ସଂଖ୍ୟା ୪,୧୧୬ ଏବଂ ମୃତ ସଂଖ୍ୟା ୭୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୪୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୯ ବୋଲି ଜଣାପଡିଛି ।

Leave A Reply

Your email address will not be published.