ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୫୫ ।

0 832

ଭୁବନେଶ୍ବର ,ତା-୨୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୫,୬୭୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୭୭,୫୮୫, ଚିକିତ୍ସିତ ସଂଖ୍ୟା ୩୭,୨୧୦ ମୃତ ସଂଖ୍ୟା ୮୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୫୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୯୫୯, ସୁସ୍ଥ ସଂଖ୍ୟା ୩୦,୨୬୭,ଚିକିତ୍ସିତ ସଂଖ୍ୟା ୬,୫୫୧ ଏବଂ ମୃତ ସଂଖ୍ୟା ୧୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୬୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୫୫ ବୋଲି ଜଣାପଡିଛି ।

Leave A Reply

Your email address will not be published.