ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮ ।

0 243

ମାଲକାନଗିରି,ତା-୨୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୫,୪୩୨, ଚିକିତ୍ସିତ ସଂଖ୍ୟା ୩୯,୧୮୪, ମୃତ ସଂଖ୍ୟା ୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୮ ସହ ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୪୨୨, ସୁସ୍ଥ ସଂଖ୍ୟା ୨,୯୧୭,ଚିକିତ୍ସିତ ସଂଖ୍ୟା ୪୯୧ ଏବଂ ମୃତ ସଂଖ୍ୟା ୧୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୮ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮ ବୋଲି ଜଣାପଡିଛି । (ରିପୋର୍ଟ – ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)

Leave A Reply

Your email address will not be published.