ବ୍ରହ୍ମପୁର,ତା-୨୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୫,୪୩୨, ଚିକିତ୍ସିତ ସଂଖ୍ୟା ୩୯,୧୮୪, ମୃତ ସଂଖ୍ୟା ୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୯୯୬, ସୁସ୍ଥ ସଂଖ୍ୟା ୧୯,୪୫୭,ଚିକିତ୍ସିତ ସଂଖ୍ୟା ୩୧୩ ଏବଂ ମୃତ ସଂଖ୍ୟା ୨୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୫୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ବୋଲି ଜଣାପଡିଛି ।