କଟକ ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୯୧୧, ସୁସ୍ଥ ସଂଖ୍ୟା ୮,୨୫୧,ଚିକିତ୍ସିତ ସଂଖ୍ୟା ୩,୬୧୫ ଏବଂ ମୃତ ସଂଖ୍ୟା ୪୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯୨ ବୋଲି ଜଣାପଡିଛି ।