କଇଣ୍ଡି ରକ୍ତଦାନ ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ।

0 128

ଭଞ୍ଜନଗର, ୩୧/୧୨(ପିପିଟି) : ଭଞ୍ଜନଗର ବ୍ଲକ କଇଣ୍ଡି ଠାରେ ଗ୍ରାମବାସୀ ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଆଇନଜୀବି ତଥା ପୁର୍ବତନ ଲ ଅଫିସର ନାବାର୍ଡ ବାଳକୃଷ୍ଣ ପୋଲାଇଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୁକୁମାର ନାୟକ, କ୍ଷେତ୍ରବାସୀ ସ୍ୱାଇଁ, ବିନୋଦ କୁମାର ସ୍ବାଇଁ,କାମାକ୍ଷା ପ୍ରଧାନ, ସୁନିତା ପ୍ରଧାନ,ସଂଯୁକ୍ତା ପ୍ରଧାନ,ଚିତ ରଞ୍ଜନ ଭୁୟାଁ, ଦିଲୀପ କୁମାର ବେହେରା, ସନ୍ତୋଷ କୁମାର ସ୍ବାଇଁ, ଗୀତାଞ୍ଜଳି ନାୟକ, ରାଜେନ୍ଦ୍ର କୁମାର ବେହେରା, ସୁଶାନ୍ତ କୁମାର ଭୁୟାଁ, ବିନୋଦ କୁମାର ରଥ,ଜି. ନୀଳମାଧବ ଆଚାରୀ, ସୁନୀତା ପ୍ରଧାନ, ନିଳାଚଳ ନାୟକ, ମମତା ବେହେରା, ରାଜେନ୍ଦ୍ର ବେହେରା,ଶିଶିର ବେହେରା,ବବୃ ବାହନ ଗୌଡ଼,ଚିତ ରଞ୍ଜନ ଭୁୟାଁ, ବିଭୁତି ସ୍ୱାଇଁ,ସୁଦୀପ୍ତ ରଞ୍ଜନ ସାହୁ, ବାସୁଦେବ ଦାଶ,ଚିତ ରଞ୍ଜନ ପ୍ରଧାନ,ଶ୍ୟାମଘନ ସ୍ବାଇଁ,କିରଣ କୁମାର ପରିଡ଼ା, ସୁନୀତା ପ୍ରଧାନ, ଆଦିତ୍ୟ ଭୂୟାଁ, ବିପିନ୍ ସ୍ବାଇଁ, ମୀରା ବିଷୋୟୀ,ରାକେଶ ସ୍ବାଇଁ, ଶ୍ୟାମ ସୁନ୍ଦର ରଣସିଂହ, ସତ୍ୟ ନାରାୟଣ ପ୍ରଧାନ, ସନ୍ତୋଷ ସ୍ଵାଇଁ, ଅନୀଲ ବେହେରା,ସୀମାଞ୍ଚଳ ବିଶୋଇ,ଯୁଗଳ କିଶୋର ରଣସିଂହ, ଚନ୍ଦନ ବେହେରା,ପାଣ୍ଡବ ବେହେରା,ଚିନ୍ମୟ ରଣସିଂହ,ଶିବ ରଞ୍ଜନ ପୋଲାଇ,ସମ୍ଭୁ ଜେନା, ସୁଶାନ୍ତ ଭୂୟାଁ ଓ ଗ୍ରାମର ଅନ୍ୟମାନେମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.