Yearly Archives

2025

ବର୍ଷା ପବନରେ ଭାଙ୍ଗିଲା ଲଷ୍ମୀପୂଜା ଟେଣ୍ଟ ।

ଭଞ୍ଜନଗର, ୦୨/୧୦(ପିପିଟି):ଆଜି ହେଉଛି ବିଜୟା ଦଶମୀ,ପବିତ୍ର ଦଶହରା।ଏହି ଦିନଟିକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବା ପାଇଁ ଆଗ୍ରହରେ ଅପେକ୍ଷା କରି ଥିବା ବେଳେ ଲଘୁଚାପଜନିତ ଅଦିନିଆ ବର୍ଷା ଏଥିରେ ବାଧା ସୃଷ୍ଟି…
Read More...

ଭିଜିଲା ବିଜୟା ଦଶମୀ: ବାଲିଗୁଡା ରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ ।

ବାଲିଗୁଡା, ତା, ୦୨/୧୦:(ପିପିଟି): ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା ସହ ବିଦ୍ୟୁତ ଯୋଗାଣ। ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଏକପ୍ରକାର ଶୂନଶାନ୍…
Read More...

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ; ବଜ୍ରାଘାତରେ ନାବାଳିକା ର ମୃତ୍ୟୁ ।

ବାଲିଗୁଡା,୦୨/୧୦  (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଧରାକୋଟ ପଞ୍ଚାୟତର ଭଣ୍ଡରୁ ଗାଁ ରେ ବଜ୍ରାଘାତ ହେବା ଯୋଗୁଁ ଏକ ନାବାଳିକାର ମୃତ୍ୟୁ ଘଟିଛି। ଘଟଣା ରୁ ପ୍ରକାଶ ଯେ, ପ୍ରତିଦିନ ଭଳି…
Read More...

ମଣିଷ ମନରେ ଥବା ମହିଷାସୁରର ମୃତ୍ୟୁ କେବେ।

ବୋଲଗଡ଼,୦୨/୧୦(ପିପିଟି): ଶାରଦୀୟ ଦୁର୍ଗାପୂଜା ପୂଜାପାଇଁ ଚଳ ଚଞ୍ଚଳ ହୋଇଉଠିଛି ଗ୍ରାମ ଠାରୁ ସହର। ଜୟ ମା ଦୁର୍ଗତି ନାସିନୀ ଦୁର୍ଗା ନାମରେ ପ୍ରକମ୍ପିତ ହେଉଛି। ମମତା, ଶକ୍ତି, ସମୃଦ୍ଧିର ପରିଚୟ ସୃଷ୍ଟି କରୁଥିବା ନାରୀହିଁ…
Read More...

ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ।

ଯାଜପୁର,୦୨/୧୦(ପିପିଟି): ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ୩୦ ମିନିଟ ସମୟରେ…
Read More...

ଦେବୋତ୍ତର ବିଭାଗ ଓ ମା ସୁରେଶ୍ଵରୀ ଯଜ୍ଞ କମିଟି ପକ୍ଷରୁ ବାଡି ଖେଳ ପ୍ରତିଯୋଗିତା ।

ସୁବର୍ଣ୍ଣପୁର ,୦୧/୧୦(ପିପିଟି):ମା ସୁରେଶ୍ଵରୀ ଙ୍କ ନବ ଦିନାତ୍ମକ ସପ୍ତସତୀ ଚଣ୍ଡୀ ଯଜ୍ଞ ମହୋତ୍ସବ ଆନୁକୁଲ୍ୟ ରେ ମା ସୁରେଶ୍ଵରୀ ଙ୍କ ଯଜ୍ଞ ପୀଠ ପରିସରରେ ରାଜ୍ୟ ସ୍ତରୀୟ ପାରମ୍ପରିକ ଲୋକ ବାଦ୍ୟ ଗଣ୍ଡା ବଜା ପ୍ରତିଯୋଗିତା ଓ…
Read More...

ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା କଲା ସାଙ୍ଗ ।

ଭଞ୍ଜନଗର, ୦୧/୧୦(ପିପିଟି ):ଶତ୍ରୁତା ଆଗରେ ବନ୍ଧୁତାର ମୂଲ୍ୟ କିଛି ନାହିଁ।ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଗାଙ୍ଗପୁର ପୋଲିସ। ଗତ ମାସ ୨୮ତାରିଖରେ ଗାଙ୍ଗପୁର ଥାନା ଖଣ୍ଡରାବଳି ଗ୍ରାମର ମନସା ବିଷୋୟୀଙ୍କ ନାବାଳକ ପୁଅ…
Read More...

ଜୀବନରେ କଠିନ ପରିଶ୍ରମ ବୃଥା ଯାଏନି,ରିତେଶ ପାଇଲେ ଡାକ୍ତରୀ ଶିକ୍ଷା।

ବୋଲଗଡ,୦୧/୧୦(ପିପିଟି): ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ରମେଶ କୁମାର ସ୍ୱାଇଁ ଓ ସଚଳା କୁମରୀ ସ୍ୱାଇଁଙ୍କ କନିଷ୍ଟ ପୁତ୍ର ରିତେଶ କୁମାର ସ୍ୱାଇଁ ୨୦୨୫ ମସିହା ଜାତୀୟ ଦକ୍ଷତା ଟେଷ୍ଟ…
Read More...

କଳା ଓ କଳାକାର ହିତୈଷୀ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବରିଷ୍ଠ କଳାକାର ମହାସଂଘର ସଜବାଜ ।

ବ୍ରହ୍ମପୁର,୦୧/୧୦(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ"ର ଏକ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ, ସୁରେଶ…
Read More...