Yearly Archives

2025

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମୃତ ଡ୍ରାଇଭରଙ୍କ ପରିବାର ବର୍ଗ ଙ୍କୁ ସହାୟତା ପ୍ରଦାନ ।

ବାଲିଗୁଡା,୨୦/୧୦:(ପିପିଟି): ମହାନତା ଦେଖାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ। ମୃତ ଡ୍ରାଇଭରଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆର୍ଥିକ ସହାୟତା ସହିତ ଆଗମୀ ଦିନରେ ସରକାରୀ ଜନ କଲ୍ୟାଣ ଯୋଜନା ପକ୍ଷରୁ ସହାୟତା…
Read More...

ବଡ଼ ବଡୁଆ ଅନ୍ଧାରରେ ଆସି ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ି ଆମ୍ଭମାନଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥା”।

ବୋଲଗଡ଼,୨୦/୧୦(ପିପିଟି):ପ୍ରତେକ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଆଲୋକରପର୍ବ ଦୀପାବଳି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି।ଏହି ଆଲୋକର ପର୍ବ ପ୍ରତ୍ୟେକ ଓଡ଼ିଆଜାତି ଉଦ୍ଦୀପନାର ସହିତ ପାଳନ…
Read More...

କାଳୀ ପୂଜା ଉପଲକ୍ଷେ ଜିଲ୍ଲା ପ୍ରଶାସନର ଫ୍ଲାଗ ମାର୍ଚ୍ଚ ।

ଯାଜପୁର,୧୯/୧୦(ପିପିଟି): କାଳୀ ପୂଜା ଓ ଲକ୍ଷ୍ମନାରାୟଣ ପୂଜା ପାଇଁ ଯାଜପୁର ସହର ଚଳଚଞ୍ଚଳ ହୋଇପଡିଛି । ସମସ୍ତ ମେଢ଼ର କର୍ମକର୍ତ୍ତାମାନେ ପୂଜାକୁ ସରସ ସୁନ୍ଦର ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ତୋରଣ ଓ ଅନ୍ୟାନ୍ୟ ସାଜସଜାରେ…
Read More...

ଭଞ୍ଜନଗର ରୋଟାରି ଇଣ୍ଟ୍ରାକ୍ଟ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ ପାଳନ ।

ଭଞ୍ଜନଗର, ୧୯/୧୦(ପିପିପି):ଭଞ୍ଜନଗର ସ୍ଥିତ ସେଣ୍ଟ୍ ଜାଭିୟର୍ ସେକେଣ୍ଡାରୀ ହାଇସ୍କୁଲରେ ରୋଟାରି ଇଣ୍ଟ୍ରାକ୍ଟ କ୍ଲବ୍‌ର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରରେ ପ୍ରଥମ ଥର ପାଇଁ ଏହି କ୍ଲବ୍ ଗଠିତ ହୋଇଛି।…
Read More...

ଦୀପାବଳୀ ପୂର୍ବରୁ ଅଦିନିଆ ବର୍ଷା; ଚିନ୍ତାରେ ବ୍ୟବସାୟୀ ।

ଭଞ୍ଜନଗର, ୧୯/୧୦(ପିପିଟି):ଆଉ ଦିନକ ପରେ ଆସୁଛି ଆଲୋକର ପର୍ବ ଦୀପାବଳି।କାଳୀପୂଜା ଓ ଦୀପାବଳିକୁ ନେଇ ଗାଁ ଠାରୁ ସହର ଚଳ ଚଞ୍ଚଳ।ଏହି ପର୍ବ ପାଳନକୁ ନେଇ ଛୋଟ ପିଲାଙ୍କ ଠାରୁ ଯୁବଗୋଷ୍ଠୀ ଆଗ୍ରହର ସହିତ ଅପେକ୍ଷା କରି…
Read More...

ପିପୁଲସ କଲେଜ : ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର ।

ପୋଲସରା,୧୯/୧୦ (ପିପିଟି): ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରର ବିଷୟ ବସ୍ତୁ ଥିଲା :- " E-governance as a path way to good governance :…
Read More...

ଲୋକନାଟକ ଗ୍ରାମୀଣ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ : ମହାସଚିବ ରୋଶନ୍ ।

ବ୍ରହ୍ମପୁର,୧୯/୧୦(ପିପିଟି): କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ମହାସଚିବ ସୁବାସ ଚନ୍ଦ୍ର ସାହୁ ସୁରଙ୍ଗୀ-ସୁମାଣ୍ଡି ଠାରେ ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ମୂଖ୍ୟ ଅତିଥି ଭାବେ…
Read More...

ମହାନ୍ ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।

ବ୍ରହ୍ମପୁର,୧୯/୧୦(ପିପିଟି):ମହାନ୍ ସଂଘର ଚାଳିଶିତମ ବାର୍ଷିକ ଉତ୍ସବ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବର୍ଗରୁ ପ୍ରତି ଯୋଗିତା ସଂଘ ସଭାପତି ଶୁସାନ୍ତ କୁମାର ସାବତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ଗୁରୁକୁଳ…
Read More...

ବାଇକ୍ ମୁହାଁମୁହିଁ ଧକ୍କା ୩ ମୃତ୍ୟୁ, ଜଣେ ଗୁରୁତର ।

ମାଲକାନଗିରି, ୧୮/୧୦(ପିପିଟି ):କୋରୁକୋଣ୍ଡା ମୁଖ୍ୟରାସ୍ତା ନିକଟସ୍ଥ ଟେକଗୁଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା…
Read More...

ଗାଡି ଧକ୍କାରେ ଜଣେ ମହିଳା ମୃତ ।

ମାଲକାନଗିରି,୧୮/୧୦(ପିପିଟି):ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚାୟତ ନିକଟସ୍ଥ କୁମ୍ଭାର ଗୁଡା ଗାଁ ର ଗଉରୀ କୁମ୍ଭାର ନାମ୍ନୀ ଜଣେ ମହିଳା ସକାଳ ୮ ଘଟିକା ସମୟରେ ମୁଣ୍ଡରେ କିଛି କାଠ ବୋଝ ଧରି ନିଜ ଗାଁ କୁ…
Read More...