Yearly Archives

2025

୧୬ ତମ ରାମଧୂନ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ସ୍ପୋର୍ଟସ ହଷ୍ଟେଲ ଫାଇନାଲ ରେ ପ୍ରବେଶ ।

ସୁବର୍ଣ୍ଣପୁର ,୨୨/୦୩(ପିପିଟି):ସୁବର୍ଣ୍ଣପୁର ଠାରେ ଚାଲିଥିବା ୧୬ ତମ ସର୍ବ ଭାରତୀୟ ରାମଧୁନ କପ ଫୂଟବଲ ଚାମ୍ପିୟନସିପ-୨୦୨୫ ର ଆଜି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ସୋନପୁର ରାମ ଧୂନ୍ କ୍ଳବ୍ ଓ କଟକ ସ୍ପୋର୍ଟସ ହଷ୍ଟେଲ…
Read More...

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଘାଟିତ; “ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମ ଅସ୍ମିତାକୁ ଦୃଢ଼ କରିବ” :ପ୍ରଫେସର…

ଭୁବନେଶ୍ୱର,୨୨/୦୨:ପରମ୍ପରା ଓ ଆଞ୍ଚଳିକ ଭାଷାର ମହତ୍ତ୍ୱ ଆମର ଅସ୍ମିତାକୁ ଦୃଢ଼ କରିବାରେ ସମର୍ଥ । ଭାରତୀୟ ସାହିତ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଉଲ୍ଲେଖନୀୟ ବୋଲି ସାହିତ୍ୟ ଏକାଡେମୀ ଉପସଭାପତି ପ୍ରଫେସର କୁମୁଦ ଶର୍ମା…
Read More...

ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ।

କେନ୍ଦୁଝର,୨୨/୦୨ : ବ୍ୟାଙ୍କ କର୍ମଚାରୀ ଯୁନାଇଟେଡ଼ ଫୋରମ ଦ୍ୱାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଦ୍ବିପାକ୍ଷିକ ସେଟେଲମେଣ୍ଟ ର ଅବମାନନା, ସ୍ଥାୟୀ ନିଯୁକ୍ତି ନକରିବା ଖାଲିଥିବା ପଦବୀ…
Read More...

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନରେ ‘ସୁଭଦ୍ରା ଶକ୍ତି’ର ରହିବ ସବୁଠାରୁ ବଡ଼ ଅବଦାନ – ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୨/୦୨:ସୌଭାଗ୍ୟଦାୟିନୀ ଶକ୍ତିର ପ୍ରତିରୂପ ହେଉଛନ୍ତି ଆମ ସୁଭଦ୍ରା ମା’ ମାନେ । ସୁଭଦ୍ରା ମା’ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି । ତେଣୁ, ସେମାନେ ହେଉଛନ୍ତି “ସୁଭଦ୍ରା ଶକ୍ତି”। ସୁଭଦ୍ରା ମା’ମାନଙ୍କ ସେଇ…
Read More...

ଗ୍ୟାରେଜ୍ ରେ ଚଢ଼ାଉ କରି ଚାରି ଚୋରି ମୋଟରସାଇକେଲ୍ ଜବତ କଲା କମିଶନରେଟ୍ ପୋଲିସ୍

ବେଲଗୁଣ୍ଠା ,୨୨/୦୨(ପିପିଟି):ଆଜି ସକାଳ ଏଗାର ଘଣ୍ଟା ସମୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ର ଏକ ଟିମ୍ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରୋଡ଼୍ ରେ ଥିବା ଏକ ଗ୍ୟାରେଜ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଚଢାଉ ବେଳେ ଗ୍ୟାରେଜ୍…
Read More...

୩୮ତମ ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ।

ଭୁବନେଶ୍ୱର,୨୨/୦୨: ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ…
Read More...

ଗ୍ରେୱାଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଉଦ୍ଧାର, ଅପହରଣକାରୀ ମାନେ ଗିରଫ ।

କେନ୍ଦୁଝର,୨୨/୦୨: ଦୀର୍ଘ ନଅ ଦିନର କସରତ ପରେ କେନ୍ଦୁଝର ପୋଲିସକୁ ଅପାର ସଫଳତା ଆଜି ମିଳିଛି,ବଡ଼ବିଲ ଗ୍ରେୱାଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନଙ୍କ ଅପହରଣ ପରେ ଜିଲ୍ଲା ତଥା ରାଜ୍ୟ ପୋଲିସ ପାଇଁ ଏକ…
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ନୂତନ ପ୍ରାର୍ଥନା ଗୃହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ଉଦ୍‌ଘାଟିତ ।

କେନ୍ଦୁଝର,୨୨/୦୨: କେନ୍ଦୁଝର ପୁରୁଣା ସହର ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ନୂତନ ପ୍ରାର୍ଥନା ଗୃହ ସୁଖଶାନ୍ତି ସରୋବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି,ଏହି ଭବ୍ୟ…
Read More...

ଉନ୍ନତ ଯକୃତ(ଲିଭର) ଚିକିତ୍ସାରେ ମାଇଲଖୁଣ୍ଟ: ଏମ୍ସ ଭୁବନେଶ୍ୱର ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ ।

ଭୁବନେଶ୍ୱର,୨୨/୦୨: ଯକୃତ(ଲିଭର) ପ୍ରତିରୋପଣ ସେବା ପ୍ରତିଷ୍ଠା କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଏମ୍ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଏହା ଉନ୍ନତ…
Read More...

ଗଞ୍ଜାମ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଓ ଯୋଗାଣ ସମ୍ବନ୍ଧୀୟ ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ ।

ଛତ୍ରପୁର,୨୨/୦୨(ପିପିଟି) : ଗଞ୍ଜାମ ଜିଲାରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା । ଏବେ ସୁଦ୍ଧା ରେକର୍ଡ ସଂଖ୍ୟାକ ଧାନ ସଂଗ୍ରହ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଆଜି ଗଞ୍ଜାମ ଗସ୍ତରେ ଆସିଛନ୍ତି…
Read More...