ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।
ବୁଗୁଡା,୦୩/୦୩(ପିପିଟି): ବୁଗୁଡ଼ା ବ୍ଲକ୍ କୁଶପଲ୍ଲୀ ଗ୍ରାମର ଭଜରାମ ଗୌଡ଼ (ବୟସ - ୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ…
Read More...
Read More...