ହାତିଓଟ ଓଏଭିରେ “ବେଟି ବଚାଓ, ବେଟି ପଢ଼ାଓ” ସଚେତନତା କାର୍ଯ୍ୟକ୍ରମ।
ପୋଲସରା,୦୮/୦୪(ପିପିଟି) :ଆଜି ଗଂଜାମ ଜିଲ୍ଲା ପୋଲସରା ବ୍ଲକରେ ସ୍ଥିତ ହାତିଓଟ ଆଦର୍ଶ ବିଦ୍ୟାଳୟରେ "ବେଟି ବଚାଓ,ବେଟି ପଢ଼ାଓ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ…
Read More...
Read More...