Yearly Archives

2025

ଗଞ୍ଜାମ ଜିଲ୍ଲା ଭୀମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୭/୦୪: ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ…
Read More...

ମନ୍ତ୍ରୀ ଗୋକୁଳାନନ୍ଦଙ୍କ ମାତାଙ୍କ ଦ୍ବାଦଶାହ ତିଥିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ।

ପୋଲସରା,୨୭/୦୪(ପିପିଟି) :ଆଜି ପୋଲସରା ବିଧାୟକ ତଥା ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ଦ୍ବାଦଶ ନିଜ ଗ୍ରାମ ବୁଗୁଡ଼ା ବ୍ଲକ୍ ଘୋଳପୁର ଗ୍ରାମଠାରେ ପାଳିତ…
Read More...

ପହଲଗାମ ଠାରେ ଆତଙ୍କବାଦୀ ନରସଂହାରରେ ମୃତକଙ୍କୁ ଜିଲ୍ଲା ଆଇନଜୀବୀ ସଂଘ କନ୍ଧମାଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

କନ୍ଧମାଳ,୨୭/୦୪: ଚଳିତ ଏପ୍ରିଲ ୨୨ତାରିଖରେ ଜାମୁ- କାଶ୍ମୀରସ୍ଥିତ ପହଲଗାମ ଠାରେ ଆତଙ୍କବାଦୀଙ୍କ ଗୁଳିରେ ବଳି ପଡ଼ିଥିବା ଅମର ଆତ୍ମାଙ୍କ ସମ୍ମାନର୍ଥେ କନ୍ଧମାଳ ଜିଲ୍ଲା ଆଇନଜୀବୀ ସଂଘ,ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ଅନୁଷ୍ଠିତ।

ଫୁଲବାଣୀ,୨୭/୦୪:ଜିଲ୍ଲା ଲେଖକ ସାମୁଖ୍ୟ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ଗାନ୍ଧୀ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ବୌଦ୍ଧ ଜିଲାରୁ ୮୦ଜଣରୁ…
Read More...

୧୨ ଚକିଆ କାଠ ବୋଝେଇ ଦୁଇଟି ଟ୍ରକ୍ ଅଟକ ।

ଦେଓଗାଁ,୨୬/୦୪: ଜାତୀୟ ରାଜପଥ ୨୬ ଦେଇ ଏକ ଟ୍ରକରେ କାଠ ଚୋରା ଚାଲାଣ ହେଉଥିବାର ଖବର ପାଇ ଦେଓଗାଁ ବନ ବିଭାଗ ଏକ କାଠ ବୋଝେଇ ଟ୍ରକକୁ ଅଟକ ରଖିଥିବା ଜଣାପଡିଛି। ଆଜି ରାତି ପ୍ରାୟ ୯ ରୁ ୧୦ ଟା ସମୟରେ ଟ୍ରକରେ କାଠ ଚୋରା…
Read More...

ଅଖିଳ ଭାରତ ଯୁବସଙ୍ଘ ଜିଲ୍ଲା ସ୍ତରୀୟ ସମ୍ମିଳନୀ, ଯୁବଶକ୍ତି ଦେଶର ପ୍ରଗତି।

ବୋଲଗଡ,୨୬/୦୪(ପିପିଟି):ଅଖିଳ ଭାରତ ଯୁବସଂଘ,ଖୋର୍ଦ୍ଧା - ନୟାଗଡ଼ ଜିଲ୍ଲା ସମ୍ମିଳନୀ ଖୋର୍ଦ୍ଧା ମାଣିକଗୋଡାସ୍ଥିତ ପରିଛା ବଗିଚା ଠାରେ ଭୁବନ ଚାନ୍ଦ ହାତୀ ଙ୍କ ସଭାପତି ତ୍ବ ରେ ଓ ବିଜୟ ବେହେରାଙ୍କ ଆବାହକତ୍ୱରେ ଜିଲ୍ଲା…
Read More...

କାଳବୈଶାଖୀ ପ୍ରଭାବ,ରାସ୍ତା ଉପରେ ପଡିଲା ଗଛ, ଯାତାୟାତ ପ୍ରଭାବିତ ।

କୋଦଳା୨୬/୦୪(ପିପିଟି):ଶୁକ୍ରବାର ଅପରାହ୍ନରେ ହଠାତ ଝଡ଼ ବତାସ ର ପ୍ରଭାବରେ ବହୁ ଜାଗାରେ ଗଛ ପଡିବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । କାଳବୈଶାଖୀର ପ୍ରଭାବ ରେ ପବନର ଗତି ଏତେ ଜୋର ଥିଲା ଯେ କୋଦଳା…
Read More...

ମଧୁସୁଦନ ପାର୍କରେ ଶ୍ରଦ୍ଧାଞ୍ଜଳୀ ସଭା ।

ଭୁବନେଶ୍ବର,୨୬/୦୪(ପିପିଟି):  ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକଙ୍କ ମୃତୁ ଘଟଣାକୁ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣ କାରୀ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପୋଖରୀପୁଟ ମଧୁସୂଦନ ପାର୍କ ଯୋଗ ମଣ୍ଡପରେ…
Read More...

କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି ।

ଭଞ୍ଜନଗର, ୨୬/୦୪(ପିପିଟି) : ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ତଳ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି, ୩ ଟି ସୁନା ଚିତା, ୨ ଟି ରୂପା ଭୁଲର୍ତା ଚୋରି ହୋଇଛି। ଯାହାର…
Read More...

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର,୨୬/୦୪: ନବଉତ୍କଳର ନିର୍ମାତା,ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ କର୍ଣ୍ଣଧାର, ସାହିତ୍ୟାନୁରାଗୀ,ସୁଶାସକ ତଥା ପ୍ରଜାବତ୍ସଳ,ଦାନବୀର ରୂପେ ସର୍ବଜନବିଦିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ…
Read More...