Yearly Archives

2025

ଓଲଟିଲା ଟାଟା ଏସି; ଦୁଇ ମୃତ, ୭ଗୁରୁତର ।

ଭଞ୍ଜନଗର, ୧୩/୦୫(ପିପିଟି) : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଲାଠିପଡା ଗାଁ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଦୁର୍ଘଟଣା ଘଟି ଏକ ଟାଟା ଏସି ଗାଡ଼ି ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତଜଣ…
Read More...

ନଗଡ଼ା ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ।

ଯାଜପୁର,୧୨/୦୫(ପିପିଟି) : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଚଣ୍ଡ…
Read More...

ଶ୍ରଦ୍ଧାପୁର ଠାରୁ ବଡ ରାଉଳମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ।

କୋଦଳା,୧୨/୦୫(ପିପିଟି): କ୍ଷୁଦ୍ର ଜଳସେଚନ ବିଭାଗ ବେଗୁନିଆପଡା ପକ୍ଷରୁ ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇର ଖମା ପଞ୍ଚାୟତର ଶ୍ରଦ୍ଧ।ପୁର ଠାରୁ ବଡ ରାଉଳ ମନ୍ଦିର ପର୍ଯ୍ୟନ୍ତ ୨ କିମି ୧୦୦ ମି ରାସ୍ତା ନିର୍ମାଣରେ ବ୍ୟାପକ…
Read More...

ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ ।

ସୁବର୍ଣ୍ଣପୁର ,୧୨/୦୫(ପିପିଟି) : ବାଣିଜ୍ୟ ପରିବହନ , ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍‌ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଖଣି ଓ ପରିବହନ ବିଭାଗର…
Read More...

ସୁବର୍ଣ୍ଣପୁରରେ ପ୍ରଭୂ ନୃସିଂହ ଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳିତ ।

ସୁବର୍ଣ୍ଣପୁର ,୧୨/୦୫(ପିପିଟି):ସହର ର ବଡ଼ବଜାର ଠାରେ ଥିବା ନୃସିଂହ ମନ୍ଦିର ଠାରେ ପ୍ରଭୁ ନୃସିଂହ ଙ୍କ ଜନ୍ମୋତ୍ସବ ଧୂମଧାମ୍ ରେ ପାଳିତ ହୋଇଯାଇଛି। ଏହି ଅବସରରେ ଲକ୍ଷ୍ମୀ -ନୃସିଂହ (ଗୁଣ୍ଡିଚା) ମନ୍ଦିର ପ୍ରାଙ୍ଗଣରେ…
Read More...

ସୁବର୍ଣ୍ଣପୁର ଠାରେ ବୁଦ୍ଧ ଜୟନ୍ତୀ ପାଳିତ।

ସୁବର୍ଣ୍ଣପୁର ,୧୨/୦୫(ପିପିଟି) : ବୁଦ୍ଧ ପୂର୍ଣ୍ଣିମା ତଥା ଜୟନ୍ତୀ ଅବସରରେ ସୋନପୁର ପୌର ପରିଷଦ ପକ୍ଷରୁ ସହର ର ସର୍କିଟ ହାଉସ ଛକ ଠାରେ ଥିବା ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭଗବାନ…
Read More...

ଖତ ଖାଉଛି ଅଳିହା ଆବର୍ଜନା ବୁହା ଗାଡ଼ି ।

ବୋଲଗଡ଼,୧୨/୦୫(ପିପିଟି):  ସ୍ୱଚ୍ଛ ଭାରତ ମିଶନ ଯୋଜନା ରେ  ବିଗତ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅଳିଆ ଆବର୍ଜ୍ଜନାକୁ ବୋହିବା ପାଇଁ ପ୍ରତି ପଂଚାୟତକୁ ଅଳିଆ ବୁହା ଟ୍ରଲି ଯୋଗାଇ ଦିଆ ଯାଇଥିଲା। ବୋଲଗଡ ବ୍ଲକ ଅଂଚଳ ରେ…
Read More...

ବେଲପଡାରେ ନୃସିଂହ ଚତୁର୍ଦଶୀ ।

କୋଦଳା,୧୧/୦୫(ପିପିଟି):କୋଦଳା ଏନ୍ଏସି ୱାର୍ଡ ନଂ ୮ ଇନାମ ବେଲପଡା ଠାରେ ନୃସିଂହ ଚତୁର୍ଦଶୀ ଧୁମ ଧାମରେ ପାଳିତ ହୋଇଯାଇଛି । ସକାଳୁ ମହାପ୍ରଭୁଙ୍କ ସମସ୍ତ ପୂଜା କାର୍ଯ୍ୟକ୍ରମ ଶେଷ କରି ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ…
Read More...

ରାଜ୍ୟପାଳଙ୍କଠାରୁ ଷଷ୍ଠ ଥର ପାଇଁ ଶ୍ରେଷ୍ଠ ଜିଲ୍ଲା ସ୍କାଉଟ କେମ୍ପୋରୀ ଭାବେ ସୁବର୍ଣ୍ଣପୁର ଜିଲ୍ଲା ପୁରସ୍କୃତ ।

ସୁବର୍ଣ୍ଣପୁର ,୧୧/୦୫(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୧୨ ତମ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ ଗାଇଡ କେମ୍ପୋରୀ ୨୦୨୪-୨୫ କୁ ମହାମହିମ ଓଡ଼ିଶାର ରାଜ୍ୟପାଳ ଡ.ହରିବାବୁ…
Read More...