Yearly Archives

2025

ବଜ୍ରପାତରେ ଜଣେ ମୃତ ।

ବେଲଗୁଣ୍ଠା ,୧୬/୦୫(ପିପିଟି):କାଳବୈଶାଖୀ ଝଡ଼ ସମୟରେ ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।ମୃତ ଯୁବତୀ ଜଣକ ହେଲେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଗୌଡଙ୍କ…
Read More...

ବୈପାରୀ ଗୁଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ମାଲକାନଗିରି,୧୬/୦୫(ପିପିଟି) :ନୟାଗଡ଼ରୁ ଗ୍ରୀଷ୍ମ ଛୁଟି ବିତାଇବା ପାଇଁ ବଡ ଭାଇ ଘରକୁ ମାଲକାନଗିରି କାର ଯୋଗେ ଆସୁଥିବା ବେଳେ ବୈପାରୀ ଗୁଡା ନିକଟରେ ଡ୍ରାଇଭରର ଆଖି ଲାଗି ଯିବାର ଗଛ ଦେହରେ ଗାଡିଟି କ୍ଷୀପ୍ର ଗତିରେ ଧକ୍କା…
Read More...

ବ୍ରହ୍ମାକୁମାରୀସ୍ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର,୧୬/୦୫(ପିପିଟି):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବ।ହ୍ନ 10 ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…
Read More...

ମାଲକାନଗିରିରେ ସଦରମହକୁମାରେ ବାରମ୍ବାର ବିଜୁଳି ବିଭ୍ରାଟ ।

ମାଲକାନଗିରି,୧୬/୦୫(ପିପିଟି) :ମାଲକାନଗିରି ସଦର ମହକୁମାରେ ପ୍ରତିଦିନ ବିଜୁଳି ବିଭ୍ରାଟ ଦେଖିବାକୁ ମିଳୁଛି। ଲୋକମାନେ ଠିକ୍ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ହେଲେ ବିଦ୍ୟୁତ୍ କର୍ମଚାରୀମାନଙ୍କ ଉପରେ ଅଙ୍କୁଶ ଲାଗୁ…
Read More...

ମୁଗମଣ୍ଡା PWD ମେନ୍ ରୋଡ୍ ଠାରୁ ଗାଁ ମଶାଣି ସଂଲଗ୍ନ ପ୍ରଧାନ ମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ମାଟି ରାସ୍ତାଟି ପାଲଟିଛି…

ବୋଲଗଡ଼,୧୬/୦୫(ପିପିଟି): ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସିମାଦେଇ ଯାଇଥିବା ବେଗୁନିଆରୁ ଲୋଧାଚୁଆ ପର୍ଯ୍ୟନ୍ତ ଯାଇଥିବା PWD ରାସ୍ତାରେ ନାରାୟଣୀପଡ଼ା ଆଦିବାସୀ ସାହି ଛକ ଓ ମୁଗମଣ୍ଡା ଗ୍ରାମ ଛକ ମେନରୋଡ…
Read More...

ଘୁମୁସର ର ସ୍ବର ପକ୍ଷରୁ ୧୪୯ତମ ସାହିତ୍ୟ ଆଲୋଚନା ।

ପୋଲସରା, ୧୫/୦୫(ପିପିଟି): ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ପକ୍ଷରୁ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ୧୪୯ତମ ସାହିତ୍ୟ…
Read More...

ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ହାତୀଓଟ ଓଏଭି ର ସଫଳତା ।

ପୋଲସରା,୧୫/୦୪ (ପିପିଟି)  : ଚଳିତ ବର୍ଷର ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ର ଛାତ୍ରଛାତ୍ରୀମାନେ ବହୁ…
Read More...

ପରାକ୍ରମ ରାଲି” ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଗୌରବଗାଥାକୁ ସମ୍ମାନ ।

ସୁବର୍ଣ୍ଣପୁର ,୧୫/୦୫(ପିପିଟି):ଜିଲ୍ଲାପ୍ରଶାସନ ସୁବର୍ଣ୍ଣପୁର ଓ ପୌର ପରିଷଦ ସୋନପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ "ପରାକ୍ରମ ବାଇକ ରାଲି" ଭାରତୀୟ ସେନାଙ୍କ ଅଭୂତପୂର୍ବ ତ୍ୟାଗ, ସାହସ ଓ ଦୁଃସାହସିକତା ପ୍ରତି ସମ୍ମାନ ଓ…
Read More...

ସୁକିନ୍ଦାରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।

ଯାଜପୁର,୧୫/୦୫(ପିପିଟି): ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପ୍ରାଧିକରଣ ସଚୀବ…
Read More...