Yearly Archives

2025

ପୋଲସରାରେ ବିଶାଳ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା।

ପୋଲସରା୨୫/୦୫ (ପିପିଟି) : ଅପରେସନ ସିନ୍ଦୁରର ସଫଳତା ନେଇ ପୋଲସରା ବିଜେପି ଆନୁକୁଲ୍ୟରେ ପୋଲସରା ଠାରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ବୁଗୁଡା,୨୪/୦୫(ପିପିଟି): ବୁଗୁଡ଼ା ବ୍ଲକ ଖରିଡା ଗ୍ରାମର ସୁଦର୍ଶନ ନାୟକ (ବୟସ-୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା। ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ।ଶୋକ ସନ୍ତପ୍ତ ପରିବାରକୁ ଭେଟି…
Read More...

ଚାଷୀ ଘର ଝିଅ ଆଶା ମହାନ୍ତିଙ୍କ ସଫଳତା ।

କୋଦଳା,୨୪/୦୫(ପିପିଟି):କୋଦଳା ଖଲାଡି ସାହିର ଆଶା ମହାନ୍ତି, ଚାଷୀ ପ୍ରଭାକର ମହାନ୍ତିଙ୍କ ଓ ସବିତା ମହାନ୍ତିଙ୍କ ଝିଅ, ଏବେ ଗାଁ ଓ ଅଞ୍ଚଳର ଗର୍ବ ହୋଇଉଠିଛନ୍ତି। ପ୍ରକାଶିତ +୨ କଳା ବିଭାଗ ପରୀକ୍ଷାରେ ୫୧୮ ମାର୍କ ଅର୍ଜନ କରି…
Read More...

ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଯାଜପୁର,୨୪/୦୫(ପିପିଟି) : ବ୍ୟସ୍ତ ବହୁଳ ଜୀବନ ଭିତରେ ଜନ୍ମଦିନକୁ ସ୍ମରଣୀୟ କରୀରଖିବା ପାଇଁ ସଭିଏଁ ବ୍ୟସ୍ତ। ୟାରୀ ଭିତରେ ରକ୍ତଦାନ ପରି ମହତ କାର୍ଯ୍ୟ କରିବା ମଧ୍ୟ ନିଆର ପ୍ରୟାସ। ନିକଟରେ ଗତ କାଲି ତା ୨୪.୦୫.୨୫ରିଖ…
Read More...

***ବାରଙ୍ଗନା***

ଏଠି ସ୍ବର୍ଗ - ଏଠି ନର୍କ ପୁଳା ପୁଳା ସୁଖ ଦୁଃଖର ଚାରଣ ଭୂଇଁରେ କିଏ ଶୋଇଛି କ୍ଳାନ୍ତ ହୋଇ ନିରିହ ଶିଶୁ ପରି.... ସଂଜ ନଇଁ ଗଲା ପରେ ବାରଙ୍ଗାର ଛିଣ୍ଡା ମସିଣାରେ ବିଦଗ୍ଧ ରସିକର ଆର୍ତ୍ତନାଦ- ମୁଠାଏ ସ୍ବପ୍ନକୁ…
Read More...

୧୯ଟି ମଠର ବିଜେସ୍ଥଳୀକୁ ଅକ୍ଷୁର୍ଣ୍ଣ ରଖାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା – ବିଜେଡି ।

ଭୁବନେଶ୍ୱର, ୨୪/୦୫: ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଏହି ସ୍ଥଳରେ ଥିବା ୧୯ଟି ଐତିହ୍ୟ ମଠ ଗୁଡିକର ପୁନଃବିନ୍ୟାସ ନେଇ ଗତ କାଲି ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ…
Read More...

ଲଗାତାର ଚଢ଼ାଉ :ଯାଜପୁର ଜିଲ୍ଲାରେ ମାଫିଆ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲାଣି ଖଣି ବିଭାଗ ।

ଯାଜପୁର,୨୪/୦୫(ପିପିଟି):ଲଘୁ ଖଣିଜ ଲୁଟକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବା ବେଳେ ପୂର୍ବ ସରକାର ସମୟରେ ମାଫିଆ, ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଲିଭଗତ ରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ।

ପୋଲସରା, ୨୪/୦୫(ପିପିଟି): ପୋଲସରା ସହର ନିକଟ ପାଟିଗଡ଼ ରୋଡ଼ ନିକଟରେ ଥିବା ମା ରତନୀ ଅଟୋ ଚାଳକ ସଂଘ କାର୍ଯ୍ୟାଳୟ ଗୃହ ପରିସରରେ ଶନିବାର ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ…
Read More...

ଭିଜିଲାନ୍ସ ଜାଲରେ ହୋମଗାର୍ଡ।

ବୋଲଗଡ଼,୨୪/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଏକ କେସ ଡାଇରୀରୁ ନାଁ ହଟାଇଦେବା ପାଇଁ…
Read More...