Yearly Archives

2025

ରାଜସ୍ୱ ଅମଲା ସଂଘର ଧର୍ମଘଟ ୯ ଦିନରେ ପହଞ୍ଚିଲା ।

ମାଲକାନଗିରି,୧୯/୦୮(ପିପିଟି):ବର୍ତ୍ତମାନ ରାଜସ୍ବ ଅମଲା ସଂଘର ଧର୍ମଘଟ ୯ ଦିନ ରେ ପହଞ୍ଚିଛି । ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଅଦ୍ୟାବଧି ଆଲୋଚନା କରି ନଥିଲା ବେଳେ ପ୍ରତ୍ଯେକ ଜିଲ୍ଲାରେ ଥିବା ରାଜସ୍ବ ଅମଲା ମାନେ…
Read More...

ଦିଲ୍ଲୀଦରବାରରେ ସମ୍ବର୍ଦ୍ଧିତ ହେଲେ ଗୋପାଳପୁର ସରପଞ୍ଚ।

ବୋଲଗଡ,୧୮/୦୮(ପିପିଟି) ଖୋର୍ଦ୍ଧା ଜିଲ୍ଲାରୁ ଏକ ମାତ୍ର ସରପଞ୍ଚ ଭାବେ ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତରୁ ପ୍ରଥମ ଥର ସରପଞ୍ଚ ହୋଇଥିବା ପ୍ରଦୀପ ବାରିକଙ୍କୁ ମନୋନୀତ ହୋଇ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲା ଠାରେ…
Read More...

ବ୍ଳକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ଶିବିର ।

ପୋଲସରା ,୧୯/୦୮(ପିପିଟି) :ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ଓ ଚିରିକିପଡା ଶାସନ ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ଯ ଦୃଷ୍ଟି ଦ୍ୱାରା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ…
Read More...

ଡ଼କାୟତି ପାଇଁ ଚାଲିଥିଲା ଯୋଜନା ; ମାଡ଼ି ବସିଲା ପୋଲିସ୍; ଇଣ୍ଡିଗୋ କାର୍ ଏବଂ ମାରଣାସ୍ତ୍ର ସହିତ ପାଞ୍ଚ ଜଣ ଗିରଫ ।

ବେଲଗୁଣ୍ଠା,୧୯/୦୮(ପିପିପି):ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍ । ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି ୦୯ ଘଣ୍ଟା ୩୦ ମିନିଟ୍…
Read More...

ଜିପିଏ ତରଫରୁ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ ।

ଭଞ୍ଜନଗର, ୧୯/୮(ପିପିଟି):ଘୁମୁସର ଫୋଟଗ୍ରାଫର ଆସୋସିଏସନ, ଭଞ୍ଜନଗର ପକ୍ଷରୁ ଆଜି ବିଶ୍ୱ ଫୋଟଗ୍ରାଫି ଦିବସ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳେ ପ୍ରଥମେ ଲଣ୍ଡେଇ ସାହି…
Read More...

ବୋଲଗଡ଼ ବ୍ଳକ ରେ ନୂତନ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଯୋଗଦାନ।

ବୋଲଗଡ଼,୧୯/୦୮(ପିପିଟି): ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଆଦେଶନାମା କ୍ରମାଙ୍କ ୧୫୧୨୬ ଦିନାଙ୍କ ୧୬/୦୮/୨୦୨୫ ଅନୁସାରେ ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ବୋଲଗଡ଼…
Read More...

ଲୋକପ୍ରିୟ ନେତା ହରିବନ୍ଧୁ ପ୍ରଧାନଙ୍କ ପରଲୋକ; ଅଞ୍ଚଳରେ ଶୋକର ଛାୟା ।

ଭଞ୍ଜନଗର,୧୯/୦୮(ପିପିଟି):ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା ତଥା ସାମାଜସେବୀ ହରିବନ୍ଧୁ ପ୍ରଧାନ (୭୩)ଙ୍କର ସୋମବାର ଦେହାନ୍ତ ଘଟିଛି। ସେ ଜଣେ ବିଶିଷ୍ଠ ରାଜନେତା ସହ ବିଭିନ୍ନ ଧର୍ମ ଅନୁଷ୍ଠାନ ସହ ଜଡ଼ିତ ଥିଲେ।…
Read More...

ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା, ଗମନାଗମନ ଠପ୍ ।

ମାଲକାନଗିରି ୧୮/୦୮(ପିପିଟି):ମାଲକାନଗିରି ଜିଲ୍ଲା ଦୁଇ ଦିନ ହେଲା ପ୍ରବଳ ବୃଷ୍ଟିପାତ ଯୋଗୁଁ ଗମନାଗମନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ପ୍ରମୁଖ ରାସ୍ତା ଏବଂ ପୋଲ ବୁଡ଼ି ଯାଇଛି। ନଦୀ ନାଳ ରେ ଜଳ ପତ୍ତନ ଯୋଗୁଁ ଗମନାଗମନ…
Read More...

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୧୪୭ ଚିକିତ୍ସିତ ।

ମାଲକାନଗିରି, ୧୮/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ପହଞ୍ଚିଛନ୍ତି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ ଟିମ୍ । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ୧୪୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ୧୮ ରୁ ୨୧ ଅଗଷ୍ଟ…
Read More...

ବର୍ତ୍ତିନୀ ପଞ୍ଚାୟତରେ ଉପଜିଲ୍ଲାପାଳଙ୍କ ଜନଶୁଣାଣୀ ।

ପୋଲସରା,୧୮/୦୮(ପିପିଟି):ସରକାରଙ୍କ ବିକାଶ ଜନିତ ସମସ୍ତ ଯୋଜନା ଗୁଡିକ ଯେପରି ସହର ଠାରୁ ଆରମ୍ଭ ହୋଇ ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚି ପାରିବ ସେନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯାହା…
Read More...