ଜିଲ୍ଲା ବଜ୍ରକାପ୍ତା ଉଦ୍ଧାର,୫ଗିରଫ । Devasmita mohanty Dec 23, 2024 0 ଟିଟିଲାଗଡ଼,୨୩/୧୨: ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରୀ ଉଦ୍ୟମ ବେଳେ ବନ ବିଭାଗ ହାତରେ ଧରାପଡିବା ଆଲୋଚନାର ବିଷୟ ହୋଇଛି । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ… Read More...
ଜିଲ୍ଲା ଜନ୍ମଦିନରେ ରକ୍ତଦାନ କଲେ ଅମୃତାଂଶୁ । Devasmita mohanty Dec 23, 2024 0 ଭଞ୍ଜନଗର, ୨୩/୧୨(ପିପିଟି) : ନିଜର ବ୍ୟକ୍ତିଗତ ଉତ୍ସବରେ କିଛି ନିଆରା ପ୍ରୟାସ କରି ମହାନତାର ଉଦାହରଣ ଦେଇଛନ୍ତି ଅମୃତାଂଶୁ। ଭଞ୍ଜନଗର ପୁରୁଣା ବଜାର ସାହିର ଅମୃତାଂଶୁ ପ୍ରସାଦ।ସାଙ୍ଗସାଥିଙ୍କ ସହ ଜନ୍ମଦିନରେ ଆନନ୍ଦ… Read More...
ଜିଲ୍ଲା ପ୍ରବାସୀ ଓଡ଼ିଆ ସଂଗଠନ ଶ୍ରୀ ଜଗନ୍ନାଥ ସେବା ସମିତିର ଦମନରେ ସାମାଜିକ ସେବା । Devasmita mohanty Dec 23, 2024 0 ବେଲଗୁଣ୍ଠା,୨୩/୧୨(ପିପିଟି):ଭାଇ ଚାରା ଏବଂ ସେବାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳେ ଓଡ଼ିଆଙ୍କ ନିକଟରେ । ଓଡ଼ିଆ ମାନେ ଯେଉଁଠି ବି ଥିଲେ ସେଠାରେ ନିଜର ସ୍ଵତନ୍ତ୍ର ସଂଗଠନ ତିଆରି କରି ବିଭିନ୍ନ ସାମାଜିକ ସେବାରେ ନିଜକୁ… Read More...
ଜିଲ୍ଲା ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି। Devasmita mohanty Dec 23, 2024 0 ବ୍ରହ୍ମପୁର,୨୩/୧୨(ପିପିଟି) :ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡାକ୍ତର… Read More...
ଜିଲ୍ଲା କଂଗ୍ରେସ ପକ୍ଷରୁ କୁଶ ପୁତ୍ତଳିକା ଦାହ ଏବଂ ଦାବିପତ୍ର ପ୍ରଦାନ । Devasmita mohanty Dec 23, 2024 0 ଭଞ୍ଜନଗର, ୨୩/୧୨(ପିପିଟି) : ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଘୁମୁସର ସଙ୍ଗଠନ ତରଫରୁ… Read More...
ଜିଲ୍ଲା ସୋନପୁରକୁ ୩-୦ଗୋଲରେ ହରାଇ ଭଞ୍ଜନଗର ଚମ୍ପିୟାନ । Devasmita mohanty Dec 23, 2024 0 ଭଞ୍ଜନଗର, ୨୩/୧୨(ପିପିଟି):ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଗତ ଏକ ସପ୍ତାହ ଧରି ଚାଲିଥିବା ୫ମ ମରାଠା ଫ୍ଲଡ ଲାଇଟ୍ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଭଞ୍ଜନଗର ଏ.ଗୁରୁବା ଦଳ ଚମ୍ପିୟାନ… Read More...
ଜିଲ୍ଲା ଅଦିନିଆ ବର୍ଷାର ଖେଳ , ଚାଷୀଙ୍କୁ କାଳ; ବିଲରେ ଭିଜିଲା ପାଚିଲା ଧାନ । Devasmita mohanty Dec 22, 2024 0 ବେଲଗୁଣ୍ଠା, ୨୨/୧୨(ପିପିଟି) : ଗତ ତିନି ଦିନ ହେଲା କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଯାହା ଧାନ ଚାଷୀଙ୍କ ପାଇଁ କାଳ ଭଳି ଉଭା ହୋଇଛି । ଚଳିତ ବର୍ଷ ଅନିୟମିତ ଏବଂ ନିଅଣ୍ଟିଆ ବର୍ଷା ପାଇଁ ବର୍ଷା ଉପରେ ନିର୍ଭର… Read More...
ଜିଲ୍ଲା ବୋଲଗଡ଼ ଉନ୍ନୟନ ପରିଷଦ ପକ୍ଷରୁ ବୈଠକ। Devasmita mohanty Dec 22, 2024 0 ବୋଲଗଡ଼,୨୨/୧୨(ପିପିଟି):ବୋଲଗଡ଼ ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ କକ୍ଷ ଠାରେ ରବିବାର ଏକ ସଭା ଅନୁଷ୍ଠିତ ହୋଉଯାଇଛି। କାର୍ଯ୍ୟକ୍ରମରେ ବୋଲଗଡ଼ ଉନ୍ନୟନ ପରିଷଦ ସଭାପତି ଗୋପୀନାଥ ଖାଡଙ୍ଗା ସଭାପତିତ୍ୱ… Read More...
ଜିଲ୍ଲା ପାଣି ପଞ୍ଚାୟତ ଦ୍ୱାରା କୃଷି ଓ କୃଷକ ଉଭୟେ ଉପକୃତ । Devasmita mohanty Dec 22, 2024 0 ଭଞ୍ଜନଗର, ୨୨/୧୨(ପିପିଟି):ଭଞ୍ଜନଗର ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟ ତରଫରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ଭଞ୍ଜନଗର ବ୍ଲକ ସୋରିଷ ମୁଳି ବ୍ୟାରେଜ ଠାରେ ଅଧିକ୍ଷଣ ଯନ୍ତ୍ରୀ ଇଂ ରବୀନ୍ଦ୍ର… Read More...
ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ପାଳିତ । Devasmita mohanty Dec 22, 2024 0 ସୁବର୍ଣ୍ଣପୁର ,୨୨/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଲେହି ସଭାରେ ସ୍ଥାନୀୟ… Read More...