Yearly Archives

2023

ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର ଆହତ ।

କନ୍ଧମାଳ,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯତ୍ନୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି ।ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି…
Read More...

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା ।

ବାଲିଗୁଡା,ତା,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ…
Read More...

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏଲଏଲଏମ ପାଠ୍ଯକ୍ରମ ବନ୍ଦ ପ୍ରତିବାଦରେ ଏଆଇୱାଇଏଫ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।

ବ୍ରହ୍ମପୁର,୧୯/୦୭(ପିପିଟି):ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଦୀର୍ଘବର୍ଷ ଧରି ଚାଲିଥିବା ଏଲ୍ଏଲ୍ଏମ୍  ପାଠ୍ୟକ୍ରମକୁ ଚଳିତ ଶିକ୍ଷା ବର୍ଷ ୨୩-୨୪ରେ ପିଜି କାଉନସିଲ ଅଧକ୍ଷଙ୍କ ଦ୍ୱାରା ଶିକ୍ଷକ ଅଭାବ…
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ଙ୍କ ପରଲୋକ ।।

ତିର୍ତ୍ତୋଲ,୧୮/୦୭(ପିପିଟି): କଟରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଜନ୍ମିତ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ରାଉତଙ୍କ ୫୨ ବର୍ଷ ବୟସରେ ଆଜି ସନ୍ଧ୍ୟା ୬ଟା…
Read More...

କଡଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓ ଅଫିସ ଘେରାଉ ।

ବାଲିଗୁଡ଼ା,୧୮/୦୭(ପିପିଟି): ସମଗ୍ର ରାଜ୍ୟରେ ୫ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରା ଯାଉଛି। ପିଲାଙ୍କୁ ସ୍କୁଲ କୁ ଆକୃଷ୍ଟ କରିବା…
Read More...

ସୂଚନା ଅଧିକାର କର୍ମୀଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଦାବିରେ ବିକ୍ଷୋଭ।

ପୋଲସରା ,୧୮/୦୭(ପିପିଟି): ଆଜି ସ୍ଥାନୀୟ ସୂଚନା ଅଧିକାରୀ କର୍ମୀ ମାନେ ଯାଜପୁର ଜିଲ୍ଲା ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହୁରା ଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଏବଂ ସୂଚନା ଅଧିକାର କର୍ମୀ ମାନଙ୍କ…
Read More...

ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଦୁଇ ଯୁବକ ଗିରଫ ।

ବେଲଗୁଣ୍ଠା, ୧୮/୦୭(ପିପିଟି):ଏକ ଆକ୍ରମଣ ଏବଂ ଲୁଟ୍ ଘଟଣାରେ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ । ଗିରଫ ଦୁଇ ଯୁବକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମର ପ୍ରତାପ ବିଷୋୟୀ ଏବଂ ନାରାୟଣ ପ୍ରଧାନ…
Read More...

ଗଞ୍ଜାମ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ବାରା “ଭୂମି ସମ୍ମାନ”; ଜାତୀୟ ସ୍ତରରେ ପୁଣି ସମ୍ମାନିତ ।

ଛତ୍ରପୁର,୧୮/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ…
Read More...

ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ବର୍ଦ୍ଧନା ।

ମାଲକାନଗିରି,୧୮/୦୭(ପିପିଟି): ମାଲକାନଗିରି ଗୁରୁଚାନ୍ଦ ଏଜୁକେସନ ଆଣ୍ଡ ଚାରେଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ସ୍ୱାଗତ ହୋଟେଲ ଠାରେ ଉପ ଜିଲ୍ଲପାଳ ଡଃ.ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କିଛି ଦିନ…
Read More...

ବୀରମହାରାଜପୁର ଅଂଚଳର ଶୈବପିଠରେ କାଉଡିଆ ଙ୍କ ଭିଡ଼ ।

ଉଲୁଣ୍ଡା ,୧୭/୦୭(ପିପିଟି):ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର ପ୍ରମୁଖ ଶିବ ମନ୍ଦିର ରେ ଆଜି ଶ୍ରାବଣର ଦ୍ୱତୀୟ ସୋମବାରରେ ବୋଲବମ କାଉଡିଆ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଘାଟ ରେ…
Read More...