ପ୍ରକୃତିର ବିସ୍ମୟ ଜୁଳୁଜୁଳିଆ ପୋକ।
ବୋଲଗଡ଼,୧୪/୦୯(ପିପିଟି):ପ୍ରକୃତି ଯେତିକି ସୁନ୍ଦର ସେତିକି ବିଚିତ୍ର ଅଟେ। ଅନ୍ଧାର ରାତିରେ ସାଧାରଣ ପ୍ରାଣୀ ମାନେ ବାଟ ଦରାଣ୍ଡି ଦରାଣ୍ଡି ଯାଉଥିବା ବେଳେ ନୀଳରଙ୍ଗର ଆଲୁଅ ଯାଳି ଏ ଗଛରୁ ସେ ଗଛ ଉଡିବୁଲୁଥାଏ ଜୁଳୁଜୁଳିଆ…
Read More...
Read More...