Yearly Archives

2023

ଗୋବରା ପୋଷ୍ଟ ଅଫିସ ରେ କାମ ଦେଉନି ଅଫିସ ଦ୍ୱାରା ଦିଆଯାଇଥିବା କାର୍ଡ ।

ବେଲଗୁଣ୍ଠା, ୦୮/୦୬(ପିପିଟି): ଏହି ବ୍ଲକ ଅନ୍ତର୍ଗତ ଗୋବରା ରେ ବହୁ ବର୍ଷ ହେବ ପୋଷ୍ଟ ଅଫିସ ପ୍ରତିଷ୍ଠା ହୋଇ ୨୦ ରୁ ଅଧିକ ଗ୍ରାମର ଗ୍ରାହକ ସେବା ପାଉଛନ୍ତି । ଡ଼େଙ୍ଗାପଦର, ବଡ଼ବୋର୍ସିଙ୍ଗ, କାଳିଆଗୁଡା, ବେଣୀପଲ୍ଲୀ,…
Read More...

ଜିଲ୍ଲାସ୍ତରୀୟ ମୋ ଘର ପ୍ରଶିକ୍ଷଣ କର୍ମଶାଳା ।

ମାଲକାନଗିରି ,୦୮/୦୬(ପିପିଟି): ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 'ମୋ ଘର' ଯୋଜନା କରାଯାଇଛି । ଜିଲ୍ଲାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ 'ମୋ ଘର' ପ୍ରଶିକ୍ଷଣ କର୍ମଶାଳା…
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ ।

ମାଲକାନଗିରି ,୦୮/୦୬ (ପିପିଟି):ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ…
Read More...

ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପରିଚାଳନା ପାଇଁ ଥାନାଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ରୋଟାରୀ କ୍ଲବ…

ବେଲଗୁଣ୍ଠା ,୦୮/୦୬ (ପିପିଟି): ପରମ୍ପରା ସଂସ୍କୃତି ସମ୍ପନ୍ନ ବେଲଗୁଣ୍ଠା ସହରର ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଏ ବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରଦ୍ଧାଳୁ ମାନେ ବହୁ ଆନନ୍ଦ ଓ ଉଲ୍ଲାସର…
Read More...

ପକୃତିର ବରଦାନ ଲାଉ ଓ ତାର ଉପକାରିତା।

ବୋଲଗଡ଼,୦୭/୦୬(ପିପିଟି): ଲାଉ ଏକ ପୃଷ୍ଟିକର ପନିପରିବା ଭାବରେ ବିବେଚିତ କରାଯାଇଥାଏ। ପ୍ରାୟତଃ ସମସ୍ତଙ୍କ ବାଡିରେ ଲାଉ ଫଳିଥାଏ।ଏହି ଲାଉରେ ଅନେକ ଗୁଣକାରୀ ରେ ସମୃଦ୍ଧ ଅଟେ।ଚିକିତ୍ସା ବିଜ୍ଞାନିଙ୍କ ମତରେ ଏଥିରେ କମ୍…
Read More...

ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକ ।

ମାଲକାନଗିରି, ୦୭/୦୬ (ପିପିଟି): ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ଏବଂ ଗୃହ ତଥା ମାଲକାନଗିରି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତୁଷାରକାନ୍ତି ବେହେରା ମାଲକାନଗିରି ଗସ୍ତରେ ଆସି…
Read More...

ମଣିଷ ବାଘ ଲୋକ ନୃତ୍ୟ ପାଇଁ ଭାରତୀୟ ଏକକ ଉତ୍କୃଷ୍ଟତା ପୁରସ୍କାର ପାଇବେ ମହେନ୍ଦ୍ର ।

ବେଲଗୁଣ୍ଠା ,୦୭/୦୬(ପିପିଟି): ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି ସମ୍ପୁର୍ଣ୍ଣ ନିଆରା ।ଏହି ଜିଲ୍ଲାର ବିଭିନ୍ନ କୁଟୀର ଶିଳ୍ପ,ଲୋକ ନୃତ୍ୟ, ପରମ୍ପରା ଆଜି ବିଶ୍ବବିଦିତ । କିଛି ଲୋକନୃତ୍ୟ ଆତ୍ମଗୋପନ କରିଥିବା ବେଳେ ଆଉ କିଛି…
Read More...

ବିଦେଶୀ ମଦ ସହ ଜଣଙ୍କୁ ଗିରଫ କଲା ଚମାଖଣ୍ଡି ଥାନା ପୋଲିସ୍ ।

ବ୍ରହ୍ମପୁର, ୦୭/୦୬(ପିପିଟି): ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକୁଡିବନ୍ଧ ଛକ ଠାରେ ଏକ ପିକଅପ୍ ଭେନ ରୁ ୨୨୦ କାର୍ଟୁନ ବିଦେଶୀ ମଦ ଜବତ କଲା ଚମାଖଣ୍ଡି ଥାନା ପୋଲିସ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରରେ…
Read More...

ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ହେଲେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ସଭାପତି ।

ବେଲଗୁଣ୍ଠା,୦୬/୦୬(ପିପିଟି):ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସଙ୍ଗଠକ ତଥା ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର…
Read More...

ଜାଲ୍ ଶିକ୍ଷକ ଚିହ୍ନଟ, ଡିଇଓଙ୍କ ବଦଳି, ଚିନିକଳର ଆଧୁନିକୀକରଣ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଫରୱାର୍ଡ…

ଛତ୍ରପୁର,୦୬/୦୬(ପିପିଟି): ଗଞ୍ଜାମ ଜିଲ୍ଲାରେ ବିକାଶ ଯେଉଁ ମାତ୍ରାରେ ବଢିବା କଥା ସେହି ଅନୁଯାଇ ହୋଇ ନାହିଁ । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି…
Read More...