ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା ସହ ଛଅ ଜୁଆଡି ଗିରଫ ।
ବେଲଗୁଣ୍ଠା,୧୯/୦୧(ପିପିଟି): କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି । ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଚାଲିଥିବା ଏକ ଜୁଆ…
Read More...
Read More...